| Intro | Odia poet |
| Was |
Writer Poet |
| From | India |
| Type | Literature |
| Gender | female |
| Birth | 1876, Cuttack District |
| Death |
7 August 1957 (aged 81 years) |
ରେବା ରାୟ (୧୮୭୬ – ୭ ଅଗଷ୍ଟ ୧୯୫୭) ଜଣେ ଓଡ଼ିଆ ଲେଖିକା ଓ ସମାଜ ସଂସ୍କାରିକା ଥିଲେ ।
ପରିବାର
ସେ ଭକ୍ତକବି ମଧୁସୂଦନ ରାଓଙ୍କ ଝିଆରୀ ଓ ଯାଜପୁର ନିବାସୀ ସାଧୁଚରଣ ରାୟଙ୍କ ପତ୍ନୀ ।
ସାହିତ୍ୟରେ ଭୂମିକା
ସାହିତ୍ୟିକ ସର୍ଜନା
- ଅଞ୍ଜଳି (ଚାଳିଶିଟି କବିତାର ସଙ୍କଳନ)
- ଶକୁନ୍ତଳା (ନାରୀଦ୍ଵାରା ରଚିତ ପ୍ରଥମ କ୍ଷୁଦ୍ରଗଳ୍ପ)
ସମ୍ପାଦନା
ରେବା ପ୍ରଥମ ନାରୀ ପତ୍ରିକା ଆଶା ଓ ପ୍ରଥମ ଶିଶୁ ପତ୍ରିକା ପ୍ରଭାତ (୧୯୦୯)ର ସମ୍ପାଦିକା ଥିଲେ ।
ଜୀବନ
ରେବା ରାୟ ଓଡ଼ିଆରେ ପ୍ରଥମ କରି ନାରୀ ଲେଖିକା ମାନଙ୍କର ଲେଖାରେ ନୂଆ ବିପ୍ଳବ ଆଣିଥିଲେ ଯାହା ତାଙ୍କ ପରର ଲେଖିକା ମାନଙ୍କୁ ଅଧିକ ଓଡ଼ିଆ ସାହିତ୍ୟ ତିଆରି କରିବାକୁ ପ୍ରେରଣା ଦେଇଥିଲା ।