Bhaskar Jena’s biography, net worth, fact, career, awards and life story

Intro Indian writer
Is Writer 
From India 
Type Literature 
Gender male
Birth 23 July 1952, Bhadrak district
Age: 68 years

ଭାସ୍କର ଜେନା, (ଜନ୍ମ: ୨୩ ଜୁଲାଇ ୧୯୫୨)ଜଣେ ଓଡ଼ିଆ ସାହିତ୍ୟିକ । ସେ ଗଳ୍ପ, ଉପନ୍ୟାସ, ଅନୁବାଦ ଓ ଶିଶୁସାହିତ୍ୟ ଆଦି ରଚନା କରିଛନ୍ତି । ସେ ଓଡ଼ିଶା ସରକାରଙ୍କ ଅଧିନରେ ଚାକିରୀ କରି, ସେବାନିବୃତ ହୋଇ ସାରିଛନ୍ତି ।

ରଚନାବଳୀ

ଉପନ୍ୟାସ

  • ଅନୁତପ୍ତ ଅନ୍ଧକାର
  • ସ୍ୱର୍ଣ୍ଣକଙ୍କଣ ଉପାଖ୍ୟାନ
  • ଉପତ୍ୟକାର ଶୋଷ
  • ଅନ୍ଧ ତାମସୀ
  • ତୃଷ୍ଣାର ତରଙ୍ଗ
  • ଜୀବନ ନଦୀର ଦୁଇ କୁଳେ
  • ହାତ ମୁଠାରେ ପୃଥିବୀ
  • ସତ୍ୟ ଅସତ୍ୟ ସତ୍ୟ
  • କାଗଜ ଫୁଲ
  • ଏଇ ନଇ ଏଇ ଧାରା

ଗଳ୍ପ

  • ଚିହ୍ନା ପୃଥିବୀ ଅଚିହ୍ନା ମଣିଷ
  • ସାନୁ ଅପାର ଜୀବନ ବୃତ୍ତାନ୍ତ
  • ଅବ୍ୟକ୍ତ ଅନ୍ଧକାର
  • ସୈକତିନୀ
  • ପାଦଚିହ୍ନ

ଶିଶୁ ସାହିତ୍ୟ

  • କୁନମୁନ ପାଇଁ ନୀତିମାଳା
  • ଆମ ସ୍ୱାଧୀନତା ସଂଗ୍ରାମର ଇତିହାସ

    ସମ୍ମାନ ଓ ପୁରସ୍କାର

    • ରାଜଧାନୀ ପୁସ୍ତକମେଳା ପୁରସ୍କାର – ୨୦୦୮(ସତ୍ୟ ଅସତ୍ୟ ସତ୍ୟ ପୁସ୍ତକ ପାଇଁ)

      ଆଧାର

      You May Also Like