| Intro | Indian Writer |
| Is |
Writer Short story writer |
| From | India |
| Type | Literature |
| Gender | male |
| Birth | Kalahandi district, India |
ଇଂରାଜୀ ଲିଙ୍କ
https://or.wikipedia.org/wiki/Uttam_Kumar_Pradhan
ଉତ୍ତମ କୁମାର ପ୍ରଧାନ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ । ୧୯୮୮ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ “ନଚିକେତାର ହାତ” ପାଇଁ ଏହି ପୁରସ୍କାର ଲାଭ କରିଥିଲେ ।
ରଚନାବଳୀ
- ବେଳାଭୂମିରେ ବାନପ୍ରସ୍ଥ
- କଳାହାଣ୍ଡିରେ କଥାକାର
- ଶୂନ୍ୟପୋଥିର କାହାଣୀ
ସମ୍ମାନ ଓ ପୁରସ୍କାର
- ଶାରଳା ପୁରସ୍କାର – ୨୦୦୨
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର – ୧୯୮୮ (ନଚିକେତାର ହାତ ପାଇଁ)