| Intro | Odia language writer |
| A.K.A. | Souri Bandhu Kar, Sauribandhu Kar |
| Is | Writer |
| From | India |
| Type | Literature |
| Gender | male |
| Birth | 2 April 1948, Jajpur district |
| Age: | 72 years |
ସୌରୀବନ୍ଧୁ କର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଲେଖକ । ସେ ୧୯୪୮ ମସିହା ଅପ୍ରେଲ ୨ ତାରିଖରେ ଯାଜପୁର ଜିଲ୍ଲାର ଜଳସରପୁରଠାରେ ଜନ୍ମଗ୍ରହଣ କରିଥିଲେ । ଗଳ୍ପ, ଶିଶୁସାହିତ୍ୟ ଓ ଜୀବନୀ ଆଦି ଓଡ଼ିଆ ସାହିତ୍ୟର ବହୁ ବିଭାଗରେ ସୌରୀବନ୍ଧୁ ଲେଖନି ଚାଳନା କରିଛନ୍ତି ।
ରଚନାବଳି
ଜୀବନୀ
- ମାନବତାର ମହାନ ତୀର୍ଥ
- ପରମହଂସ ଶ୍ରୀ ରାମକୃଷ୍ଣ
- ରାଷ୍ଟ୍ରନିର୍ମାତା ନେହେରୁ
ଶିଶୁସାହିତ୍ୟ
- ଦେଶପ୍ରେମୀ ସ୍ଵାମୀ ବିବେକାନନ୍ଦ
- ବାବାସାହେବ ଆମ୍ବେଦକର
ଗଳ୍ପ ସଙ୍କଳନ
- ନିଷ୍ପ୍ରଭ ଏକଲବ୍ୟ
- ନରୋତ୍ତମ ଷଢ଼ଙ୍ଗୀର ଡାଏରୀ
ପ୍ରବନ୍ଧ
- ବେଦାନ୍ତର ସ୍ଵର
ଉପନ୍ୟାସ
- ପ୍ରତିଦ୍ଵନ୍ଦୀ
- Echharama Putra
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର – ୨୦୧୨(ମାନବତାର ମହାନ ତୀର୍ଥ ପୁସ୍ତକ ପାଇଁ)