| Intro | Indian actor from Odisha |
| A.K.A. | Sarat, Mohanty |
| Was | Actor |
| From | India |
| Type | Film, TV, Stage & Radio |
| Gender | male |
| Birth | 1930 |
| Death |
2018 (aged 88 years) |
ଶରତ ମହାନ୍ତି ଜଣେ ଓଡ଼ିଆ ସିନେମା ଅଭିନେତା ଥିଲେ । ସେ ପ୍ରଥମେ ଅନ୍ନପୂର୍ଣ୍ଣା ଥିଏଟରରୁ ଅଭିନୟ ଆରମ୍ଭ କରିଥିଲେ । ପରେ ୧୯୬୨ ମସିହାରେ ମୁକ୍ତିଲାଭ କରିଥିବା ସିନେମା ଲକ୍ଷ୍ମୀରେ ପ୍ରଥମ କରି ସିନେମାରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ କେତେକ ପ୍ରମୁଖ ଚଳଚ୍ଚିତ୍ର ହେଲା କା, ଅମଡ଼ା ବାଟ, ସ୍ତ୍ରୀ, ମଲାଜହ୍ନ, ଭୁଲି ହୁଏନା, ପୂଜାଫୁଲ ଏବଂ ସକଳ ତୀର୍ଥ ତୋ ଚରଣେ । ସେ ମୁଖ୍ୟତଃ ହାସ୍ୟ ଅଭିନେତା ଭାବରେ ୫୦ରୁ ଅଧିକ ସିନେମା ଓ ଟିଭି ଧାରାବାହିକରେ ଅଭିନୟ କରିଥିଲେ । ଓଡ଼ିଆ ମଞ୍ଚକୁ ତାଙ୍କର ଅଭିନୟ ନିମନ୍ତେ ତାଙ୍କୁ ୨୦୦୭ ମସିହାରେ ଶତାବ୍ଦୀର କଳାକାର ତରଫରୁ ପୁରସ୍କୃତ କରାଯାଇଥିଲା ।
୪ ମାର୍ଚ୍ଚ ୨୦୧୮ରେ ବାଲେଶ୍ୱରର ସୋର ଡାକ୍ତରଖାନାରେ ବୃଦ୍ଧାବସ୍ଥା-ଜନିତ ଅସୁସ୍ଥତାରୁ ତାଙ୍କର ଦେହାନ୍ତ ହୋଇଥିଲା ।
ପ୍ରାରମ୍ଭିକ ଜୀବନ
ମହାନ୍ତି ବାଲେଶ୍ୱର ଜିଲ୍ଲାସ୍ଥିତ ସୋରର କ୍ଷୀରକୋଣାଠାରେ ଜନ୍ମନେଇଥିଲେ ।
ଅଭିନୟ
| ବର୍ଷ | ଫିଲ୍ମ | ଅବଦାନ | ଭୂମିକା |
|---|---|---|---|
| ୧୯୯୫ | |||
| ସକଳ ତୀର୍ଥ ତୋ ଚରଣେ | ଅଭିନେତା | ସନା | |
| ୧୯୮୭ | |||
| ଭୁଲି ହୁଏନା | ଅଭିନେତା | ||
| ୧୯୮୫ | |||
| ପୂଜାଫୁଲ | ଅଭିନେତା | ||
| ୧୯୬୮ | |||
| ସ୍ତ୍ରୀ | ଅଭିନେତା | ||
| ୧୯୬୬ | |||
| କା | ଅଭିନେତା | ||
| ୧୯୬୫ | |||
| ମଲାଜହ୍ନ | ଅଭିନେତା | ||
| ୧୯୬୪ | |||
| ଅମଡ଼ା ବାଟ | ଅଭିନେତା | ||
| ୧୯୬୨ | |||
| ଲକ୍ଷ୍ମୀ | ଅଭିନେତା |
ଆହୁରି ଦେଖନ୍ତୁ
- ଓଡ଼ିଆ ସିନେମା ଜଗତ
- ଓଡ଼ିଆ ଚଳଚ୍ଚିତ୍ର ଅଭିନେତାମାନଙ୍କର ତାଲିକା
ଆଧାର
ବାହାର ଆଧାର
- ଶରତ ମହାନ୍ତି (ଇଣ୍ଟରନେଟ ମୁଭି ଡାଟାବେସରେ)
| Persondata | |
|---|---|
| Name | Mohanty, Sarat |
| Alternative names | |
| Short description | |
| Date of birth | 1930 |
| Place of birth | |
| Date of death | |
| Place of death | |