| Intro | Indian writer |
| Is |
Physician Writer Short story writer |
| From | India |
| Type |
Healthcare Literature |
| Gender | female |
| Birth | 1933, Cuttack, India |
| Age: | 87 years |
ଇଂରାଜୀ ଲିଙ୍କ
https://or.wikipedia.org/wiki/Rajeswari_Dalabehera
ରାଜେଶ୍ୱରୀ ଦଳବେହେରା (ଜନ୍ମ: ୧୯୩୩) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକା ଥିଲେ । ଗଳ୍ପ ସଂକଳନ “ଚୋରା ଚଇତାଳି” ପାଇଁ ସେ ୧୯୫୯ ମସିହାରେ ଏହି ପୁରସ୍କାର ପାଇଥିଲେ । ସେ ୧୯୩୩ ମସିହାରେ କଟକରେ ଜନ୍ମ ହୋଇଥିଲେ ଓ ବୃତ୍ତିରେ ସେ ଜଣେ ଡାକ୍ତର ଥିଲେ ।
ରଚନାବଳୀ
- ସନ୍ତପ୍ତ ଗୋଧୂଳି
- ଚୋରା ଚଇତାଳି