Punyaprava Devi’s biography, net worth, fact, career, awards and life story

Intro Odia language writer
Is Writer 
Children’s writer 
From India 
Type Literature 
Gender female
Birth 7 October 1938, Cuttack District
Age: 81 years

ପୁଣ୍ୟପ୍ରଭା ଦେବୀ ଓଡ଼ିଶାର କଟକର ତଳ ତେଲଙ୍ଗାବଜାରରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ କବି, ଗାଳ୍ପିକା ଓ ଶିଶୁ ସାହିତ୍ୟିକା । ୧୯୬୪ ମସିହାରୁ ସେ ବିଶାଖାପଟନମରେ ରହୁଛନ୍ତି ।

ସାହିତ୍ୟ ସର୍ଜନା

ଶିଶୁ ଗଳ୍ପ ସଙ୍କଳନ

  • ଟିକି ରାଇଜ
  • କାଳିଆ ବଳଦ ଗଲା ଗଲା (ଜାତୀୟ ପୁରସ୍କାର)
  • ପିଲାଙ୍ଗ ମେଘଦୁତ
  • ଶିଶୁ ସୈନିକ
  • କୁନି ଗୋଇନ୍ଦା (କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର)

ଗଳ୍ପ ସଙ୍କଳନ

  • ଅନ୍ୟ ଏକ ଶ୍ରବଣ କୁମାର
  • ଶୁନ୍ୟ ମନ୍ଦିର
  • ହଜି ଯାଇଥିବା ଝିଅ

ଉପନ୍ୟାସ

  • ଅସ୍ତରଙ୍ଗ
  • ଶୁଦ୍ର ସାଇକତା
  • ସ୍ବାମିନୀ
  • ଚନ୍ଦନ ଘୋରିଲେ ବାସେ

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
  • ଶିଶୁ ସାହିତ୍ୟ ରତ୍ନ ପୁରସ୍କାର (ଓଡ଼ିଶା ସରକାର)
  • ସାହିତ୍ୟ ପ୍ରଭା (ଉତ୍କଳ ସାଂସ୍କୃତିକ ସମାଜ)
  • ଜାତୀୟ ପୁରସ୍କାର
  • ଆକାଶବାଣୀ ପୁରସ୍କାର

    ଆଧାର

    You May Also Like