Padmaja Pal’s biography, net worth, fact, career, awards and life story

Intro Odia language writer
Is Writer 
From India 
Type Literature 
Gender male
Birth 19 November 1946, Jagatsinghpur district
Age: 73 years

ପଦ୍ମଜ ପାଳ ଓଡ଼ିଆ ଭାଷାର ଜଣେ ଖ୍ୟାତନାମା ଗାଳ୍ପିକ ଓ ଔପନ୍ୟାସିକ ।

ବାଲ୍ୟ ଜୀବନ ଓ ଶିକ୍ଷା

ପଦ୍ମଜ ପାଳ ୧୯୪୬ ମସିହା ନଭେମ୍ବର ମାସ ୪ ତାରିଖରେ, ଜଗତସିଂହପୁର ଜିଲ୍ଲାର କୁସିଂଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ କୁସିଂଗା ଉ.ପ୍ରା ବିଦ୍ୟାଳୟରୁ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରି, କାଦୁଅପଡା଼ର ଗାଦିବ୍ରହ୍ମ ବିଦ୍ୟାପୀଠରୁ ମାଟ୍ରିକ, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷାଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ‘ଆସଥେଟିକ ଏକ୍ସପେରିଅନ୍ସ’ ସନ୍ଧର୍ଭରେ ପି.ଏଚ.ଡି ମଧ୍ୟ ଲାଭ କରିଛନ୍ତି ।

ସାହିତ୍ୟକୃତି

ଉପନ୍ୟାସ

  • ଦୁର୍ଗ ପତନର ବେଳ
  • ଆମ ସମୟର ଦୁଃଖ
  • ଯିବୁ କି ଥିବୁ
  • ପାପ ପରି ନିଜର
  • ଓୟେ ପୁଅ ମା’
  • ଗଣ୍ଡଭୈରବ
  • ଗହ୍ଵର
  • ମାମୁଘର ଚଉଁରୀ
  • ପଣ୍ଡୁରଙ୍ଗୀ ନିବାସ
  • ଛାଇ ଲେଉଟାଣୀ
  • ଜରା ନିବାସ
  • ମୁହୂର୍ତ୍ତେ ମାତ୍ର
  • ଆକ୍ରାନ୍ତ ୩/୪
  • ଗାନ୍ଧିଛକରୁ ଟିକିଏ ଆଗକୁ
  • ପ୍ରତିସ୍ପର୍ଦ୍ଧା
  • ହାଏ ମୁନି, କେମିତି ଅଛ ?

ଗଳ୍ପ ସଂକଳନ

  • ନିସିଦ୍ଧ ଅରଣ୍ୟ
  • ଅପେକ୍ଷାକର, ମୁଁ ଫେରୁଛି
  • ଇଗଲର ନଖଦନ୍ତ
  • ସବୁଠୁଁ ସୁନ୍ଦର ପକ୍ଷୀ
  • ଉତ୍ତର ପୁରୁଷ
  • ଜୀବନମୟ
  • କ୍ଷତ
  • ଚିତ୍ର ତୁରଗ
  • କୁଆଡେ ଯିବାର ନାହିଁ
  • ମୁହଁସଂଜ

    ପୁରସ୍କାର ଓ ସମ୍ମାନ

    • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର -୧୯୯୧(ଦୁର୍ଗ ପତନର ବେଳ)

      ଆଧାର

      You May Also Like