Padma Charan Pattnaik’s biography, net worth, fact, career, awards and life story

Intro Odia poet
A.K.A. Padmacharan Pattnaik
Was Writer 
From India 
Type Literature 
Gender male
Birth 1885, Khordha district, Odisha, India
Death 1956
(aged 71 years)

ପଦ୍ମଚରଣ ପଟ୍ଟନାୟକ ବିଂଶ ଶତାବ୍ଦୀର ଅନ୍ୟତମ ଓଡ଼ିଆ କବି | ତାଙ୍କ ରଚିତ କବିତା ସଂକଳନ ଗୁଡିକ ହେଲା ପଦ୍ମ ପାଖୁଡା, ଗୋଲାପ ଗୁଚ୍ଛ, ସୂର୍ଯ୍ୟମୁଖୀ, ଆଶା ମଞ୍ଜରୀ | ତାଙ୍କ କବିତା ଗୁଡିକ ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଣ୍ଣନାରେ ପରିପୁର୍ଣ୍ଣ ଏବଂ ଜାତୀୟତା ବୋଧକ | ସେ ଲୋକପ୍ରିୟ କବିତା ଧଉଳି ପାହଡର ରଚୟିତା |

You May Also Like