Naru Mohanty’s biography, net worth, fact, career, awards and life story

Intro Indian novelist
Is Writer 
Novelist 
From India 
Type Literature 
Gender male
Birth 18 July 1943
Age: 77 years
Star sign Cancer

ନାରୁ ମହାନ୍ତି (ଜନ୍ମ : ୧୮ ଜୁଲାଇ ୧୯୪୩), ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ । ସେ ୧୯୯୯ ମସିହାରେ ଉପନ୍ୟାସ “ପୂର୍ବାପର” ପାଇଁ ଏହି ପୁରସ୍କାର ଲାଭ କରିଥିଲେ । ମହାନ୍ତି, ୧୯୪୩ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ବାଲିଆଠାରେ ଜନ୍ମଗ୍ରହଣ କରିଥିଲେ । ସେ ସରକାରୀ ଚାକିରି କରି ସେବାନିବୃତ ହୋଇସାରିଛନ୍ତି ।

ରଚନାବଳୀ

  • ପୂର୍ବାପର
  • ଅନ୍ୟ ଗତି ନାହିଁ
  • ବିଘ୍ନିତ ଆରୋହଣ
  • ଗୋଟିଏ ଦୁଃଖର ଅନ୍ୟ ସହଯୋଗୀ ଭୂମିକା
  • ଗୃହଚକ୍ର ଅଙ୍ଗାରର ଆତ୍ମଲିପି
  • ଯେ ଯାହାର ପରିଧିରେ ଅଥବା ନଗେନ୍
  • ଓଭରବ୍ରିଜ
  • ପଙ୍ଗୁର ଆତ୍ମକଥା
  • ଦଳେଇ ଆଇଲେ ମୂଳରୁ – ୨୦୦୭(କଟକ ଷ୍ଟୁଡେଣ୍ଟସ ଷ୍ଟୋର)
  • ବାଟ ପାଉ ନଥିବା ଜଣେ ପ୍ରୋଢ଼ର ଦୁର୍ଦଶା
  • ଶୋଧ ଡମ୍ବରୁ

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର – ୧୯୯୯ (ପୂର୍ବାପର)
  • ବିଜୟ କୃଷ୍ଣ ମହାନ୍ତି ଗଳ୍ପ ସମ୍ମାନ – ୨୦୧୬

ଆଧାର

You May Also Like

Geneva Thomas’s net worth, biography, fact, career, awards and life story

Geneva Thomas net worth: Geneva Thomas is a journalist, business executive, and reality television personality who has a net worth of $400 thousand. She is best known for being the Managing Director of the 1530 Agency, a New York City-based digital marketing firm that services global beauty and fashion brands and for appearing as an outspoken cast member of the hit Bravo reality series, Blood, Sweat and Heels. Prior to her work at the 1530 Agency, she studied and worked in Paris, London, Scotland and South Africa, ultimately earning a Masters in journalism and fashion history from NYU. She is a former editor at Ebony and Clutch magazines, and continues to contribute entertainment news and style advice for Vogue Italia, Hufftington Post, Essence, BET, and Vibe, among other outlets. Geneva is also currently working on her digital news site called Jawbreaker.nyc which delivers social media-driven content on pop culture, style and sex for millennial women.
Read More