| Intro | Odia writer |
| Is |
Writer Lecturer |
| From | India |
| Type |
Academia Literature |
| Gender | female |
| Birth | 1975, Jagatsinghpur district, Odisha, India |
| Age: | 45 years |
ମୌସୁମୀ ପରିଡ଼ା(ଜନ୍ମ : ୧୯୭୫), ଜଗତସିଂହପୁର ଜିଲ୍ଲାର ଅଲଣାହାଟଠାରେ ଜନ୍ମିତ ଜଣେ ଓଡ଼ିଆ ସାହିତ୍ୟିକା । ପେଶାରେ ଅଧ୍ୟାପିକା ମୌସୁମୀ, ଗଳ୍ପ, ଉପନ୍ୟାସ ଓ କବିତା ଆଦି ଓଡ଼ିଆ ସାହିତ୍ୟର ବହୁ ବିଭାଗରେ ଲେଖନି ଚାଳନା କରିଛନ୍ତି ।
ସାହିତ୍ୟ ସର୍ଜନା
ମୌସୁମୀ ସ୍କୁଲଜୀବନରୁ କବିତା ଲେଖିବା ଆରମ୍ଭ କରିଥିଲେ । ପ୍ରଥମ କବିତା ଅଲଣାହାଟ ସ୍କୁଲରେ ପଢୁଥିବା ବେଳେ, ସ୍କୁଲ ପତ୍ରିକା ପାରିଜାତରେ ପ୍ରକାଶ ପାଇଥିଲା ।
କବିତା ସଂକଳନ
- ପ୍ରତୀକ୍ଷାର ଅନ୍ତେ – ବିଦ୍ୟାପୁରୀ
- ଅନ୍ତଃସ୍ଵର ଏକ ସ୍ଵପ୍ନ ବିଳାସୀର
ଗଳ୍ପ ସଂକଳନ
- ସମର୍ପିତା
- ଯାଯାବରର ଘର
- ଶିଉଳିର ଛାଇ
- ଉହ୍ୟ ଅନୁରାଗ
- ପରାଜିତ ସ୍ଵପ୍ନ
- ଅଗଳ୍ପ ଗଳ୍ପ
- ସ୍ଵୀକାରୋକ୍ତି
ଉପନ୍ୟାସ
- ଓ ପକ୍ଷାନ୍ତର
- ମୁହୁର୍ତ୍ତର ନାଦ
- ନିଃଶବ୍ଦ ଜୁଆର
ସମ୍ମାନ ଓ ପୁରସ୍କାର
- କେଦାରନାଥ ଗବେଷଣା ପୁରସ୍କାର – ୨୦୧୪
- ରାଜଧାନୀ ପୁସ୍ତକମେଳା ଗଳ୍ପ ସମ୍ମାନ – ୨୦୧୬(କ୍ଷୁଦ୍ରଗଳ୍ପ ସ୍ୱୀକାରୋକ୍ତି ପାଇଁ)