Monalisa Mishra’s biography, net worth, fact, career, awards and life story

Intro Odia writer
Is Writer 
Teacher 
From India 
Type Academia 
Literature 
Gender female
Birth 1969, Nayagarh, Nayagarh district, Odisha, India
Age: 51 years

ମୋନାଲିସା ମିଶ୍ର(ଜନ୍ମ : ୧୯୬୯), ଜଣେ ଓଡ଼ିଆ ସାହିତ୍ୟିକା । ସେ ଉଭୟ ଗଳ୍ପ ଓ କବିତାରେ ନିଜ ଲେଖନୀ ଚାଳନା କରୁଥିଲେ ମଧ୍ୟ ଗଳ୍ପ ସଂଖ୍ୟା କବିତାଠାରୁ ଅଧିକ । ନୟାଗଡ଼ରେ ଜନ୍ମଗ୍ରହଣ କରିଥିବା ମୋନାଲିସା, ବୃତ୍ତିରେ ଜଣେ ଶିକ୍ଷୟତ୍ରୀ ।

ରଚନାବଳି

କବିତା

  • ଉଭାନ୍ ଫେରିବାଲା

ଗଳ୍ପ

  • କେତେ ଦୂର କୃଷ୍ଣଚୂଡ଼ା
  • ବାଘରାତି
  • ଶିମିଳି ସଂଧ୍ୟା
  • ଦେହ ବର୍ଣ୍ଣାଳୀ

ସମ୍ମାନ ଓ ପୁରସ୍କାର

  • ସୁଚରିତା ପୁରସ୍କାର – ୧୯୯୮

    ଆଧାର

    You May Also Like