| Intro | Odia language writer |
| A.K.A. | Krupa Sagar Sahu |
| Is | Writer |
| From | India |
| Type | Literature |
| Gender | male |
| Birth | 16 July 1952, Dhenkanal district |
| Age: | 68 years |
କୃପାସାଗର ସାହୁ (ଜନ୍ମ: ୧୯୫୨) ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ । କବିତାରୁ ଆରମ୍ଭ ହୋଇଥିବା ତାଙ୍କ ସାହିତ୍ୟ ସର୍ଜନା କ୍ରମେ ଗଳ୍ପ, ଉପନ୍ୟାସ ଭଳି ସାହିତ୍ୟର ଅନ୍ୟ ବିଧାକୁ ବ୍ୟାପିଛି । ସେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ପାଠ ପଢିଥିଲେ । ରେଳବାଇରେ ଚାକିରି କରି ସେ ସେବାନିବୃତ ହୋଇସାରିଛନ୍ତି ।
ରଚନାବଳୀ
କବିତା
- ଉପରେ ଫର୍ଚ୍ଚା ଆକାଶ
- ତଳେ ବସୁମାତା
ଗଳ୍ପ
- କାହାଣୀ ୧୯୯୮
- କାହାଣୀ ୨୦୦୫
- ଅରଣ୍ୟର ଅଜଗର ଓ ଅନ୍ୟାନ୍ୟ କାହାଣୀ
- ରେଳ ଗଳ୍ପ
- ଗଡ଼ଜାତ ଗଳ୍ପ
- ଭ୍ରାନ୍ତ ନିର୍ଝର ଓ ଅନ୍ୟାନ୍ୟ ଗଳ୍ପ
- ଶୁଆ କହେ ଶାରୀଲୋ
ଉପନ୍ୟାସ
- ଶେଷ ଶରତ
- ଶ୍ରାବଣର ସକାଳ
- ଝରାପତ୍ରର ଝଡ଼
- କରମଣ୍ଡଳ ଏକ୍ସପ୍ରେସ୍
ଶିଶୁ ସାହିତ୍ୟ
- ନାଁ ମୋ ରେଳଗାଡ଼ି
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର – ୨୦୦୯(ଶେଷ ଶରତ ପାଇଁ)