Kamal Lochan Baral’s biography, net worth, fact, career, awards and life story

Intro Indian writer
Is Writer 
From India 
Type Literature 
Gender male

କମଳଲୋଚନ ବରାଳ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ଥିଲେ । ୧୯୬୫ ମସିହାରେ କ୍ଷୁଦ୍ରଗଳ୍ପ ପୁସ୍ତକ “ଆଦି ମାନବର ଇତିବୃତ୍ତ” ପାଇଁ ସେ ଏହି ପୁରସ୍କାର ପାଇଥିଲେ ।

ରଚନାବଳୀ

  • ଆଦି ମାନବର ଇତିବୃତ୍ତ
  • ନେତାଜୀ ସୁଭାଷ (ଫ୍ରେଣ୍ଡସ ପବ୍ଲିସରସ)
  • ଛାୟା ମହଲ (ଫ୍ରେଣ୍ଡସ ପବ୍ଲିସରସ)
  • ସରସ କଥାମାଳା(ଜ୍ଞାନ ବିକାଶ ମନ୍ଦିର)
  • କବୀର ସାହେବ ଦୋହାବଳୀ (ଧର୍ମ ଗ୍ରନ୍ଥଷ୍ଟୋର)
  • ଏ ଦେଶର ଗାଉଁଲି ଗପ (ଇଉନାଇଟେଡ ବୁକ୍ ହାଉସ)
  • ଚମ୍ପାବତୀ (ଟିକି ଦୂନିଆ ପ୍ରକାଶନ)
  • ଟିକି ଦୁନିଆ ଶ୍ରେଷ୍ଠ କାହାଣୀ ସଂକଳନ (ସହ ଲେଖକ: ସୁଭାଷ ଚନ୍ଦ୍ର ମହାନ୍ତି; ଟିକି ଦୂନିଆ ପ୍ରକାଶନ)

ଆଧାର

You May Also Like