Jhili Dalabehera’s biography, net worth, fact, career, awards and life story

Intro Indian Weightlifter
A.K.A. Jhilli Dalabehera
Is Athlete 
Weightlifter 
From India 
Type Sports 
Gender female
Birth 3 February 1999
Age: 21 years
Star sign Aquarius

ଝିଲି ଦଳବେହେରା(ଜନ୍ମ : ୦୩ ଫେବୃଆରୀ ୧୯୯୯), ଜଣେ ଭାରତୀୟ ଭାରୋତ୍ତୋଳକ । ସେ ୨୦୧୯ ମସିହାରେ ଅଷ୍ଟ୍ରେଲିଆ ମହାଦେଶର ସାମୋଆଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନସିପରେ ଭାରତକୁ ପ୍ରତିନିଧିତ୍ୱ କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ସେ ୪୫ କିଗ୍ରା ଓଜନ ବିଭାଗରେ ପ୍ରତିଦ୍ୱନ୍ଦିତା କରନ୍ତି ।

ଝିଲି, ଭୁବନେଶ୍ୱରସ୍ଥିତ କ୍ରୀଡ଼ା ଛାତ୍ରାବାସରେ ପି ଧର୍ମାରାଓଙ୍କଠାରୁ ପ୍ରଶିକ୍ଷଣ ଗ୍ରହଣ କରନ୍ତି । ସେ ୨୦୧୭ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନସିପରେ ଜୁନିୟର ବାଳିକା ବିଭାଗରେ ରୌପ୍ୟ, ୨୦୧୮ ଜୁନିୟର ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନସିପରେ କାଂସ୍ୟ, ୨୦୧୯ ଏସିୟ ଭାରୋତ୍ତୋଳନ ଚାମ୍ପିୟନସିପରେ ରୌପ୍ୟ ପଦକ ହାସଲ କରିଥିଲେ । ୨୦୧୮ ଏକଲବ୍ୟ ପୁରସ୍କାରପାଇଁ ସେ ମନୋନୀତ ହୋଇ ଉପ-ବିଜେତା ହୋଇଥିଲେ ।

ଆଧାର

You May Also Like