| Intro | Indian playwright |
| Is |
Writer Playwright |
| From | India |
| Type |
Film, TV, Stage & Radio Literature |
| Gender | male |
ଡ. ଜୟନ୍ତ କୁମାର ଦାସ ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ ଜଣେ ସୁପରିଚିତ ନାଟ୍ୟକାର । ସେ ଅନେକ ଜନପ୍ରିୟ ବେତାର ନାଟକ, ଗପ, ଏକାଙ୍କିକା, ପ୍ରବନ୍ଧ ଆଦି ରଚନା କରିଯାଇଛନ୍ତି ।
ରଚନାବଳୀ
ପ୍ରବନ୍ଧ
- ରହସ୍ୟ ରତ୍ନାକର
- ଭାରତର ଖଣିଜ ସମ୍ପଦ
- ଓଡ଼ିଆ ବେତାର ନାଟକ
- ଆଶାର ନାମ ଦେବଯାନୀ
ତାଙ୍କ ରଚିତ ଖାରବେଳ ନାଟକ ଅନେକ ଭାରତୀୟ ଭାଷାରେ ଅନୁଦିତ ହୋଇ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହୋଇଅଛି ।