Jameshwar Mishra’s biography, net worth, fact, career, awards and life story

Intro Indian novelist
Was Writer 
Novelist 
From India 
Type Literature 
Gender male
Birth 24 April 1926
Death 7 January 2010
(aged 83 years)

ଯମେଶ୍ୱର ମିଶ୍ର (୨୪ ଅପ୍ରେଲ ୧୯୨୬ – ୭ ଜାନୁଆରୀ ୨୦୧୦) ଜଣେ ଓଡ଼ିଆ ଔପନ୍ୟାସିକ ଥିଲେ ।

ଜୀବନ

ଯମେଶ୍ୱର ମିଶ୍ର ପିତା ସୁଦର୍ଶନ ମିଶ୍ରଙ୍କ ଔରସରୁ ଓ ମାତା ମୃୟାବତୀ ଦେବୀଙ୍କ ଗର୍ଭରୁ ୨୪ ଏପ୍ରିଲ ୧୯୨୬ରେ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକରେ ଜନ୍ମିତ ଜନ୍ମ ନେଇଥିଲେ ।

ରଚନାବଳୀ

ଉପନ୍ୟାସ

  • ଖମାରି
  • ଗଡ଼ତିଆ

ରହସ୍ୟ ଉପନ୍ୟାସ

  • ଛାୟାର ମାୟା
  • ଛାୟା ଓ ବନ୍ଦିନୀ
  • ଭୌତିକ ରଙ୍ଗମଞ୍ଚ
  • ମୃତ୍ୟୁଦୂତର ଆହ୍ୱାନ
  • ଗୁପ୍ତ ଶିକାରୀ
  • ବ୍ୟାଙ୍କ ମ୍ୟାନେଜର

ତାଙ୍କ ଉପରେ ମନ୍ତବ୍ୟ

“ ଯଦି ଜଣେ ଉପନ୍ୟାସଟିଏ ପଢ଼ିବାକୁ ଚାହୁଁଥାଏ ତେବେ ପ୍ରଥମେ ଯମେଶ୍ୱର ମିଶ୍ରଙ୍କ “ଖମାରି” ପଢୁ । ”

—ସୁରେନ୍ଦ୍ର ମହାନ୍ତି, ଓଡ଼ିଆ ଔପନ୍ୟାସିକ

ପୁରସ୍କାର

  • ଓଡ଼ିଶା ଲଳିତ କଳା ଏକାଡେମି ପୁରସ୍କାର (୧୯୮୨)
  • ଅନୁଗୁଳ ସାହିତ୍ୟ ସଂସଦ (୧୯୯୪)
  • ଲେଖକ ସାମୁକ୍ଷ, ଓଡ଼ିଶା (୧୯୯୫)
  • ପ୍ରଜାତନ୍ତ୍ର ସ୍ୱର୍ଣ୍ଣ ଜୟନ୍ତୀ (୧୯୯୬-୯୭)
  • ପଞ୍ଚାଧର ସାହିତ୍ୟ ସନ୍ମାନ, ପଞ୍ଚାଧର ସାହିତ୍ୟ ସଂସଦ, ଆଠମଲିକ (୧୯୯୬)
  • କୁଳମଣି ସିଂହ ପୁରସ୍କାର, ସାରେଗା ସାଂସ୍କୃତିକ ସଙ୍ଗଠନ, ଆଠମଲିକ (୧୯୯୯)
  • ସାରସ୍ୱତ ସମ୍ମାନ, ଛେଣ୍ଡିପଦା ସାହିତ୍ୟ ସଂସଦ, ଅନୁଗୁଳ (୨୦୦୮)

ଆଧାର

You May Also Like