Indu Mishra’s biography, net worth, fact, career, awards and life story

Intro Indian writer
Is Writer 
Teacher 
From India 
Type Academia 
Literature 
Gender female
Birth 1 May 1957, Cuttack, India
Age: 63 years
Star sign Taurus

ଇନ୍ଦୁ ମିଶ୍ର (ଜନ୍ମ: ୧ ମଇ ୧୯୫୭), ଜଣେ ଓଡ଼ିଆ ପ୍ରାବନ୍ଧିକ ଓ ସମାଲୋଚକ । ଇନ୍ଦୁ, ବୃତ୍ତିରେ ଜଣେ ଅଧ୍ୟାପିକା ଥିଲେ ଓ ରମାଦେବୀ ମହିଳା ମହାବିଦ୍ୟାଳୟ ଆଦି ଅନୁଷ୍ଠାନରେ ଶିକ୍ଷାଦାନ କରିଥିଲେ ।

ରଚନାବଳୀ

ପ୍ରବନ୍ଧ ଓ ସମାଲୋଚନା

  • ସମୀକ୍ଷା ସଂଦର୍ଭ – ୧୯୮୨ (ଫ୍ରେଣ୍ଡସ ପବ୍ଳିସରସ)
  • ମିଥ ଓ ଏହାର କବିତା ପ୍ରୟୋଗ – ୧୯୮୪
  • ଓଡ଼ିଆ କାବ୍ୟଧାରାରେ ବାସ୍ତବବାଦୀ ଚେତନା – ୧୯୮୯ (ବିଦ୍ୟାପୁରୀ)
  • ଆଧୁନିକ ଓଡ଼ିଆ କବିତାର ଦୃଷ୍ଟି ଓ ଦିଗନ୍ତ – ୧୯୯୧ (ଓଡ଼ିଶା ବୁକ ଷ୍ଟୋର)
  • କଥାସୃଷ୍ଟି : କାବ୍ୟଦୃଷ୍ଟି – ୨୦୦୧ (ଓଡ଼ିଶା ବୁକ ଷ୍ଟୋର)
  • ସାହିତ୍ୟରେ ଆଧୁନିକତା – ୨୦୦୩ (ନବଦିଗନ୍ତ)
  • ଆବିଷ୍କାର ଦୁଃଖ – ୧୯୯୮ (ଓଡ଼ିଶା ବୁକ ଷ୍ଟୋର)

କବିତା

  • ଅନ୍ୟ ସବୁ ପ୍ରତିଶୃତି – ୧୯୯୨
  • ଯୁଈ ଗଛ – ୨୦୧୨ (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ)
  • ନିଜ ନିଜ ଅଭିନୟ – ୧୯୯୫ (ଓଡ଼ିଶା ବୁକ ଷ୍ଟୋର)

ସମ୍ମାନ ଓ ପୁରସ୍କାର

  • ଝଙ୍କାର ପୁରସ୍କାର
  • ଗୋକର୍ଣ୍ଣିକା ସମ୍ମାନ
  • ଜୀବନରଙ୍ଗ ସମ୍ମାନ

ଆଧାର

You May Also Like