| Intro | Indian playwright |
| Was |
Writer Playwright |
| From | India |
| Type |
Film, TV, Stage & Radio Literature |
| Gender | male |
| Birth | 22 April 1937, Jharsuguda |
| Death |
9 July 2017, Cuttack (aged 80 years) |
ହେମନ୍ତ କୁମାର ଦାସ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଥିଲେ । ଗଳ୍ପ, ଏକାଙ୍କିକା, ଶିଶୁ ସାହିତ୍ୟ, ନାଟକ, ସମୀକ୍ଷା ଆଦି ସାହିତ୍ୟବିଧାରେ ସେ ନିଜ ଲେଖନି ଚାଳନା କରିଥିଲେ ।
ଜୀବନୀ
ହେମନ୍ତ କୁମାର ଦାସ, ୧୯୩୭ ମସିହା ଫେବୃଆରୀ ୮ତାରିଖରେ କଟକ ଜିଲ୍ଲାର କନ୍ଦରପୁର ବ୍ଳକ ଅନ୍ତର୍ଗତ ବୋଧପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟରୁ ସେ ଉଭୟ ସଂସ୍କୃତ ଓ ଓଡ଼ିଆରେ ସ୍ନାତକୋତ୍ତର ଥିଲେ । ଅଧ୍ୟାପନା ବୃତ୍ତିରେ ଥାଇ, ସେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଓ ଶିକ୍ଷାବିଭାଗରେ ଉପନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।
ରଚନାବଳୀ
ନାଟକ
- ମରୁତୀର୍ଥ – ୧୯୬୪
- ଏ ପୃଥିବୀ ଶରସଜ୍ୟା – ୧୯୬୭
- ନଚିକେତା ସମ୍ବାଦ – ୧୯୬୮
- ଜୟ ଜୟନ୍ତୀ – ୧୯୮୦
- ଋତୁର ନାମ ପ୍ରିୟମ୍ବଦା – ୧୯୮୧
- ଦୁନିଆ – ୧୯୯୨
ସମୀକ୍ଷା
- ଓଡ଼ିଆ ନାଟକର ବିକାଶଧାରା
- ଓଡ଼ିଆ ଲୋକନାଟକ
- ଓଡ଼ିଆ ମଞ୍ଚ ପରିକ୍ରମା
ଅନ୍ୟାନ୍ୟ
- ଅଶ୍ୱିନୀ କୁମାର ଘୋଷ
- ବୈଷ୍ଣବ ପାଣି
- ଓଡ଼ିଆ ନାଟକକୋଷ
ପୁରସ୍କାର ଓ ସମ୍ମାନ
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର – ୧୯୯୩(ଦୁନିଆ ନାଟକ ପାଇଁ)
- ଝଙ୍କାର ବିଷୁବ ପୁରସ୍କାର – ୧୯୮୫
- ଜୀବନରଙ୍ଗ ପୁରସ୍କାର – ୧୯୯୪
- ଗୌରୀଶଙ୍କର ପୁରସ୍କାର – ୧୯୯୯
- ଏକାମ୍ର ସମ୍ମାନ – ୨୦୦୧(କେଦାରନାଥ ଗବେଷଣା ପ୍ରତିଷ୍ଠାନ ପ୍ରଦତ୍ତ)
- ଗଙ୍ଗାଧର ପୁରସ୍କାର – ୨୦୦୯