Golap Manjari Kar’s biography, net worth, fact, career, awards and life story

Intro Indian writer
Is Writer 
From India 
Type Literature 
Gender female
Birth 1949, Sukinda
Age: 71 years

ଗୋଲାପ ମଞ୍ଜରୀ କର (ଜନ୍ମ: ୧୯୪୯), ଜଣେ ଓଡ଼ିଆ କଥାଶିଳ୍ପୀ । ତାଙ୍କର ୨ଟି ଉପନ୍ୟାସ ଓ ୬ଟି ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଛି । ସେ ଲେଖିକା ସାହିତ୍ୟ ସଂସଦ ସହିତ ଜଡ଼ିତ ରହିଛନ୍ତି ।

ପିଲାଦିନରୁ ଗୋଲାପ ମଞ୍ଜରୀ ସାହିତ୍ୟ ସୃଜନରେ ବ୍ରତୀ ଥିଲେ । ନବମ ଶ୍ରେଣୀରେ ପଢ଼ିବାବେଳେ ସେ ନିଜର ପ୍ରଥମ ଉପନ୍ୟାସ ଲେଖିଥିଲେ । ୧୯୬୬ ମସିହାରେ ସେ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ପଢ଼ିବାକୁ ଆସିଥିଲେ । ସେଠାକାର ପରିବେଶ ତାଙ୍କ ସୃଜନଶୀଳତାକୁ ପ୍ରୋତ୍ସାହିତ କରିଥିଲା ଓ ସେ ଅଧିକ ଲେଖାଲେଖି କରିଥିଲେ । ୧୯୯୮ ମସିହାରେ ତାଙ୍କର ପ୍ରଥମ ଗଳ୍ପ ସଂକଳନ କେବେ କେବେ ଈଶ୍ୱର ପ୍ରକାଶିତ ହୋଇଥିଲା ।

ରଚନାବଳୀ

  • କେବେ କେବେ ଇଶ୍ୱର – ୧୯୯୮
  • ଛାୟାବିମ୍ବ – ୨୦୦୨ (ଇଙ୍କ ଓଡ଼ିଶା)
  • ଏବଂ ଶୂନ୍ୟସେତୁ – ୨୦୦୦ (ଅପୂର୍ବା)
  • ତନ୍ମୟ କୃଷ୍ଣଚୂଡା – ୨୦୧୫ (ଡୁଡୁଲି ପ୍ରୋସେସ୍ ଏଣ୍ଡ୍ ଅଫସେଟ୍)

ସମ୍ମାନ ଓ ପୁରସ୍କାର

  • ସୁପ୍ରୀତିଦେବୀ ଗନ୍ତାୟତ ପୁରସ୍କାର, ୧୯୯୬ (ସୁଚରିତା ପତ୍ରିକାଦ୍ୱାରା ପ୍ରଦତ୍ତ)
  • ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୦୪
  • ବିଣାପାଣୀ ମହାନ୍ତି କଥାସାହିତ୍ୟ ପୁରସ୍କାର, ୨୦୧୬ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ଦ୍ୱାରା ପ୍ରଦତ୍ତ)

ଆଧାର

You May Also Like