Gayatri Saraf’s biography, net worth, fact, career, awards and life story

Intro Indian writer and headteacher
Is Writer 
Teacher 
Educator 
From India 
Type Academia 
Literature 
Gender female
Birth 17 August 1952
Age: 68 years

ଗାୟତ୍ରୀ ସରାଫ (୧୭ ଅଗଷ୍ଟ ୧୯୫୨) ଓଡ଼ିଆର ଜଣେ ଜଣାଶୁଣା ଗାଳ୍ପିକା । ଜଣେ ପ୍ରଧାନ ଶିକ୍ଷୟତ୍ରୀ ଭାବରେ, ସେ ପାଟଣାଗଡ଼ ବାଳିକା ଉଚ୍ଚବିଦ୍ୟାଳୟରୁ ଅବସର ଗ୍ରହଣ କରିସାରିଛନ୍ତି । ୨୦୧୫ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାନେତ୍ରୀ ଭାବରେ ମନୋନୀତ କରାଯାଇଛି । “ଆଲୋକିତ ଅନ୍ଧାର” ତାଙ୍କ ପ୍ରକାଶିତ ପ୍ରଥମ ଗଳ୍ପ ସଂକଳନ । ଏହା “ଆତ୍ମ ପ୍ରକାଶନୀ, ବଲାଙ୍ଗୀର”ଦ୍ଵାରା ୧୯୮୮ ମସିହାରେ ପ୍ରକାଶିତ ହୋଇଥିଲା । “ଅସିତ ମୁଖାର୍ଜୀ” ବହିଟିର ପ୍ରଚ୍ଛଦ ଚିତ୍ର ଅଙ୍କନ କରିଥିଲେ ।

ରଚନାବଳୀ

ଗଳ୍ପ ସଙ୍କଳନ

  • ସ୍ମୃତିର ଚିତ୍ରନଦୀ (୨୦୦୭)
  • ନୀଳ ଜହ୍ନର ଜୁଇ (୨୦୦୬)
  • ବାପା ଭଲ ଅଛନ୍ତି (୨୦୦୩)
  • ପ୍ରେମିକା ପରି କେହି ଜଣେ (୧୯୯୮)
  • ନିଜସ୍ଵ ବସନ୍ତ (୧୯୯୬)
  • ଆଇନାର ଜହ୍ନ (୧୯୯୫)
  • ଆଲୋକିତ ଅନ୍ଧାର (୧୯୮୮)
  • ଶେଷ ବିଦାୟର ଗୀତ
  • ବର୍ଷାର ଓଢଣା ତଳେ
  • ଇଟାଭାଟିର ଶିଳ୍ପୀ
  • ଅନାହତ ପରମ୍ପରା(ସମ୍ପାଦନା)

ସମ୍ମାନ ଓ ପୁରସ୍କାର

  • କାଦମ୍ବିନୀ ଗଳ୍ପ ସମ୍ମାନ, ୨୦୦୭
  • ସୁଚରିତା ଶ୍ରେଷ୍ଠ ଗାଳ୍ପିକ ପୁରସ୍କାର, ୧୯୯୬
  • ପ୍ରଜାତନ୍ତ୍ର ସାହିତ୍ୟ ସମ୍ମାନ, ୨୦୦୦
  • ଧରିତ୍ରୀ ସମ୍ମାନ
  • ସୁଧନ୍ୟା ସମ୍ମାନ
  • ପ୍ରଫୁଲ୍ଲ ମହାକୂଳ ସାହିତ୍ୟ ରତ୍ନ ସମ୍ମାନ, ୧୯୯୫
  • ଭୁବନେଶ୍ଵର ବେହେରା ପ୍ରଜ୍ଞା ସମ୍ମାନ
  • ଅଶୋକ ଚନ୍ଦନ ସ୍ମୃତି ସମ୍ମାନ
  • ଗଙ୍ଗାଧର ସମ୍ମାନ, ସାଂସ୍କୃତିକ ପରିଷଦ, ପାଟଣାଗଡ଼, ବଲାଙ୍ଗୀର ୨୦୦୩
  • ମଠଖାଇ ସମ୍ମାନ
  • ଶ୍ରେଷ୍ଠ ଜିଲ୍ଲା ଗାଇଡ କମିଶନର ପୁରସ୍କାର
  • ଝଙ୍କାର ଗଳ୍ପ ପୁରସ୍କାର – ୨୦୦୩

    ଆଧାର

    You May Also Like