| Intro | Indian short story writer |
| A.K.A. | Debasis Panigrahi, Debashish Panigrahi |
| Is |
Writer Police officer Short story writer |
| From | India |
| Type |
Law Literature |
| Gender | male |
| Birth | 29 August 1965 |
| Age: | 54 years |
ଇଂରାଜୀ ଲିଙ୍କ
https://or.wikipedia.org/wiki/Debashish_Panigrahi
ଦେବାଶିଷ ପାଣିଗ୍ରାହୀ(ଜନ୍ମ : ୨୯ ଅଗଷ୍ଟ ୧୯୬୫) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ । ୨୦୦୨ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ “ତଥାକଥିତ” ପାଇଁ ଏହି ପୁରସ୍କାର ଲାଭ କରିଥିଲେ । ସେ ୧୯୯୧ ମସିହାର ଭାରତୀୟ ପୁଲିସ ସେବା ଅଧିକାରୀ ଓ ବର୍ତ୍ତମାନ ଭିଜିଲାନ୍ସ ନିର୍ଦେଶକ(୨୫ ଡିସେମ୍ବର ୨୦୧୬ରୁ) ଭାବରେ ଅବସ୍ଥାପିତ ଅଛନ୍ତି । ତାଙ୍କ ଗଳ୍ପ ଇଂରାଜୀ, ହିନ୍ଦୀ, ବଙ୍ଗଳା,ତେଲୁଗୁ ଓ କନ୍ନଡ଼ ଆଦି ଭାଷାକୁ ଅନୁବାଦିତ ହୋଇସାରିଛି ।
ରଚନାବଳୀ
- ତଥାକଥିତ – ୨୦୦୨(ଫ୍ରେଣ୍ଡସ୍ ପବ୍ଲିଶର୍ସ)
- ଅତିନ୍ଦ୍ରିୟ – ୨୦୦୪(ଫ୍ରେଣ୍ଡସ୍ ପବ୍ଲିଶର୍ସ)
- ଅଭିଭାବକ – ୨୦୧୦(ଅଗ୍ରଦୂତ ପ୍ରକାଶନୀ)
- ଆଗ ଧାଡ଼ିର ଲୋକ ଓ ପାହାଡ ପଛର ଜହ୍ନ – ୨୦୧୧(ଅଗ୍ରଦୂତ ପ୍ରକାଶନୀ)
- ଅନାମିକା – ୨୦୧୩(ଅଗ୍ରଦୂତ ପ୍ରକାଶନୀ)
- ଅୟମାରମ୍ଭ – ୨୦୦୮(ଅଗ୍ରଦୂତ ପ୍ରକାଶନୀ)
- ଦ୍ରାଘିମା – ୨୦୧୩(ପକ୍ଷୀଘର ପ୍ରକାଶନୀ)
- ପରିବ୍ରାଜକ – ୨୦୦୬(ଫ୍ରେଣ୍ଡସ୍ ପବ୍ଲିଶର୍ସ)
- ପତର ଫାଙ୍କର ସୂର୍ଯ୍ୟ – ୨୦୧୨(ପକ୍ଷୀଘର ପ୍ରକାଶନୀ)
- ତ୍ରିବିଧ – ୨୦୧୫(ପକ୍ଷୀଘର ପ୍ରକାଶନୀ)
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର – ୨୦୦୨(ତଥାକଥିତ ଗଳ୍ପ ସଂକଳନ ପାଇଁ)