| Intro | Indian writer |
| A.K.A. | Debabrata Madan Ray |
| Is | Writer |
| From | India |
| Type | Literature |
| Gender | male |
| Birth | 1957, Odisha |
| Age: | 63 years |
ଦେବବ୍ରତ ମଦନରାୟ, ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ଜଣେ ସାହିତ୍ୟିକ । ଗଳ୍ପ, ଉପନ୍ୟାସ ଆଦିରେ ମଦନରାୟ ଲେଖନି ଚାଳନା କରିଥାନ୍ତି । ଏଯାବତ ତାଙ୍କର ୧୫ଟିରୁ ଅଧିକ ଗଳ୍ପ ସଂକଳନ ଓ ଏକାଧିକ ଉପନ୍ୟାସ ପ୍ରକାଶ ପାଇସାରିଛି ।
ଜୀବନୀ
ଦେବବ୍ରତ ୧୯୫୭ ମସିହାରେ ଜନ୍ମଗ୍ରହଣ କରିଥିଲେ । କିଛି ସମୟ ଅଧ୍ୟାପନାକୁ ନିଜର ବୃତ୍ତି ଭାବରେ ଗ୍ରହଣ କରିବା ପରେ, ସେ ୧୯୮୪ମସିହାରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ କାର୍ଯ୍ୟରତ ।
ରଚନାବଳି
ଗଳ୍ପଗ୍ରନ୍ଥ
- ଆଲୁଅର ଛାଇ(୧୯୮୬)
- ସୂର୍ଯ୍ୟର ଅନେକ ରଙ୍ଗ(୧୯୯୨)
- ଦୁଃଖ ଅରଣ୍ୟ
- କହ୍ନେଇର ବଂଶୀ(୧୯୯୪)
- ସ୍ଵର୍ଗାରୋହଣ(୧୯୯୬)
- ସପ୍ତଲୋକ
- ସାରାରାତି ଜହ୍ନରାତି(୨୦୦୦)
- ଜଳପରୀ
- ସହଯାତ୍ରୀ
- ଅସୁନ୍ଦରୀ
- ପ୍ରିୟ ସଖୀ(୨୦୦୬)
- ଚିତ୍ରମାଟି
- ବର୍ଣ୍ଣମାଳା
- ମହାଦେବୀ
ଉପନ୍ୟାସ
- କ୍ରୂଶବିଦ୍ଧ(୧୯୮୯)
- ନିର୍ବାଣ(୧୯୯୮)
ପୁରସ୍କାର ଓ ସମ୍ମାନ
- ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର – ୨୦୦୫
- ଭୁବନେଶ୍ବର ପୁସ୍ତକମେଳା ପୁରସ୍କାର
- ପ୍ରଜାତନ୍ତ୍ର ପୁରସ୍କାର
- ଝଙ୍କାର ପୁରସ୍କାର
- ଅଖିଳମୋହନ କଥା ସମ୍ମାନ