Chintamani Jena’s biography, net worth, fact, career, awards and life story

Intro Indian playwright
Was Writer 
Playwright 
From India 
Type Film, TV, Stage & Radio 
Literature 
Gender male
Birth 15 April 1938, Kendujhar district
Death 4 July 2017, Kendujhar district
(aged 79 years)

ଚିନ୍ତାମଣି ଜେନା ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ଥିଲେ । ସେ ପ୍ରାୟ ୧୨୦ଟି ନାଟକ ରଚନା କରିଥିଲେ । ନାଟ୍ୟକାରଭାବରେ ବେଶି ପରିଚିତି ଥିଲେ ମଧ୍ୟ ଉପନ୍ୟାସ ଓ ଏକାଙ୍କିକା ଭଳି ସାହିତ୍ୟ ରଚନା ତଥା ମଞ୍ଚରେ ଅଭିନୟ ଓ ନିର୍ଦ୍ଦେଶନା କରୁଥିଲେ ।

ନାଟ୍ୟକାର ଜୀବନ

ନାଟ୍ୟକାର ଭାବରେ ଚିନ୍ତାମଣି ବହୁ ପୁରସ୍କାର ଲାଭ କରିଥିଲେ । ଓଡ଼ିଶା ତଥା ଓଡ଼ିଶା ବାହାରେ ଚିନ୍ତାମଣି ଜେନାଙ୍କର ବହୁ ନାଟକ ପରିବେଷିତ ହୋଇଥିଲା । ତାଙ୍କ ଲିଖିତ ନାଟକ ଓ ଉପନ୍ୟାସ ଗୁଡିକୁ ନେଇ ଚଳଚ୍ଚିତ୍ର ମଧ୍ୟ ତିଆରି କରିଯାଇଛି । ତାଙ୍କ ନାଟକ “ସନ୍ଧ୍ୟାତାରା”କୁ ନେଇ ଓଡ଼ିଶା ଚଳଚ୍ଚିତ୍ର ସନ୍ଧ୍ୟାତାରା ଓ ଉପନ୍ୟାସ “ସରପଞ୍ଚ ପୁଅ”କୁ ନେଇ ସିନ୍ଦୁର ବିନ୍ଦୁ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା ।

ନାଟକ

  • ସନ୍ଧ୍ୟାତାରା
  • ଶତାବ୍ଦୀର ଆର୍ତ୍ତନାଦ
  • ତାଜମହଲର ଶିଳ୍ପୀ
  • ଅନ୍ୟ ଏକ ବିପ୍ଳବ
  • ରକ୍ତ ତିଳକ
  • ତିମିର ତୀର୍ଥରେ ଏକ ରାତି
  • ଧୁମକେତୁ
  • ସୂର୍ଯ୍ୟଦୋୟ ପୁର୍ବେ
  • ଏକଲବ୍ୟ
  • ଜ୍ୱାଳାମୁଖୀ

ଉପନ୍ୟାସ

  • ସରପଞ୍ଚ ପୁଅ

ଏକାଙ୍କିକା

  • ଧର୍ମାବତାର ଓ ଅନ୍ୟାନ୍ୟ ଏକାଙ୍କିକା

    ପୁରସ୍କାର ଓ ସମ୍ମାନ

    • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର – ୨୦୧୨(“ଧର୍ମାବତାର ଓ ଅନ୍ୟାନ୍ୟ ଏକାଙ୍କିକା” ପାଇଁ)
    • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର – ୨୦୧୨
    • ନାଟ୍ୟାଚାର୍ଯ୍ୟ
    • ନାଟ୍ୟଭୂଷଣ
    • କଳାଭୂଷଣ
    • କଳାଗୌରବ

      ବ୍ୟକ୍ତିଗତ ଜୀବନ

      ଚିନ୍ତାମଣି, କେନ୍ଦୁଝର ଜିଲ୍ଲାର ପଣ୍ଡୁଆ ପଞ୍ଚାୟତ ଅନ୍ତର୍ଗତ ପଞ୍ଚହରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୨୦୧୭ମସିହା ଜୁଲାଇ ୪ତାରିଖରେ କେନ୍ଦୁଝର ଜିଲ୍ଲାର ଘସିପୁରା ଅନ୍ତର୍ଗତ ସାଇଁକୂଳସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିଲା । ସେ ଭାରତୀୟ ଦୂର ସଂଚାର ସେବା ଅଧିନରେ ଚାକିରି କରୁଥିଲେ ।

      ଆଧାର

      You May Also Like

      Taylor Momsen’s biography, fact, career, awards, net worth & life story

      Taylor Momsen  has an estimated net worth of $2.5 million. It would be difficult to imagine a more conspicuous or thrilling big-screen debut for a child actress than that of St. Louis-born Taylor Momsen, selected out of innumerable hopefuls at six years old to play Cindy Lou Who in Ron Howard’s colorful holiday fantasy How the Grinch Stole Christmas (2000). The Momsen was already an on-camera veteran when she signed for the part (given her appearance in a Shake ‘n Bake commercial at three years old, and one-shot roles on the series Early Edition and Cosby), The Grinch nevertheless heightened her exposure.
      Read More