| Intro | Indian writer |
| A.K.A. | Bishnu Sahu |
| Is |
Writer Short story writer |
| From | India |
| Type | Literature |
| Gender | male |
| Birth | 21 January 1956 |
| Age: | 64 years |
| Star sign | Aquarius |
ଇଂରାଜୀ ଲିଙ୍କ
https://or.wikipedia.org/wiki/Bishnu_Sahoo
ବିଷ୍ଣୁ ସାହୁ, ଜଣେ ଓଡ଼ିଆ ଗାଳ୍ପିକ । ୨୦୦୭ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ “ଗୋଟିଏ ଗାଁର ଚିତ୍ରପଟ” ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ସାହୁ, ଗଳ୍ପ ବ୍ୟତିତ କବିତା, ନାଟକ, ପ୍ରବନ୍ଧ ଓ ଶିଶୁସାହିତ୍ୟ ଆଦି ସାହିତ୍ୟର ଅନ୍ୟଧାରା ମାନଙ୍କରେ ମଧ୍ୟ ନିଜ ଲେଖନୀ ଚାଳନା କରିଛନ୍ତି ।
ରଚନାବଳୀ
- କାହାଣୀ ଓ କାଠ ଚମ୍ପା
- ଜଣେ ସୌଦାରୀଙ୍କ ସମ୍ପର୍କରେ
- ଗୁଣୁଗୁଣୁ ଜହ୍ନରାତି ବିଷ୍ଣୁ ସାହୁ – ୧୯୯୯ (କାହାଣୀ)
- ଯେଉଁ ପୃଥିବୀ ମୁଁ ଛାଡିଯାଉଛି – ୨୦୦୫ (କାହାଣୀ)
- ପାରୁଲ୍ର ପ୍ରେମିକ – ୨୦୦୦ (ଅକ୍ଷର)
- ବିଷ୍ଣୁ ସାହୁଙ୍କ କଥା ଓ କାହାଣୀ – ୨୦୧୪ (କାହାଣୀ)
- ଚଂପା ବଣ (ବିଦ୍ୟାପୁରୀ)
- ଦୁଃଖର ଚାରିକାନ୍ତ- ୨୦୦୧ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
- ଦେହାଗ୍ନି – ୨୦୧୫ (କାହାଣୀ)
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଗୋଟିଏ ଗାଁର ଚିତ୍ରପଟ) – ୨୦୦୭
- ବିଷୁବ ପୁରସ୍କାର
- ସାହିତ୍ୟ ଭାରତୀ ସମ୍ମାନ