| Intro | Indian author |
| Is |
Writer Novelist |
| From | India |
| Type | Literature |
| Gender | male |
| Birth | 23 January 1928, Puri district, India |
| Age: | 92 years |
| Star sign | Aquarius |
ଇଂରାଜୀ ଲିଙ୍କ
https://or.wikipedia.org/wiki/Balaram_Patnaik
ବଳରାମ ପଟ୍ଟନାୟକ (ଜନ୍ମ: ୨୩ ଜାନୁଆରୀ ୧୯୨୮) ଜଣେ ଓଡ଼ିଆ ଲେଖକ, ଔପନ୍ୟାସିକ ଏବଂ ସାହିତ୍ୟିକ । ସେ ତାଙ୍କ ରଚିତ ଉପନ୍ୟାସ ଚରୈବେତି ପାଇଁ ୧୯୯୫ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
ରଚନାବଳୀ
- ଚରୈବେତି – ୧୯୯୫ (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର)
- ଅନାଦି ଅନନ୍ତ
- ଅରକ୍ଷ
- କେତେ ଏ ଅକୁହା କଥା
- ମହାନଦୀର ଢେଉ
- ମନ ଅରଣ୍ୟ
- ପ୍ରତିଧ୍ୱନି, ୧୯୮୦
- ରୂପାଲି ଚକର ଇତିକଥା
ଆଧାର
ବାହାର ଆଧାର
- ଭି.ଆଇ.ଏ.ଏଫ. ସୂଚକରେ ବଳରାମ ପଟ୍ଟନାୟକ
- ISNI (ISO 27729)ରେ ବଳରାମ ପଟ୍ଟନାୟକ